logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Concessional rate
ରିହାତି ଦର

Concession certificate
ରିହାତି ପ୍ରମାଣପତ୍ର

Conciliation
ମିଳାମିଶା, ତୋଷଣ

Concluding remarks
ସମାପନ ମନ୍ତବ୍ୟ

Conclusion
ସମାପ୍ତ, ଉପସଂହାର, ନିର୍ଣ୍ଣୟ

Conclusive
ନିର୍ଣ୍ଣାୟକ

Concur
ସହମତ ହେବା, ସମବର୍ତ୍ତୀ ହେବା,ସହଯୋଗୀ ହେବା

Concurrence
ସହମତି, ସମବର୍ତ୍ତିତା

Condemn
ଦୋଷ ଦେବା, ଅକାମୀ କରିବା

Condition
ସର୍ତ୍ତ, ଅବସ୍ଥା, ଦଶା


logo