logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Compulsory retirement
ବାଧ୍ୟତାମୂଳକ ଅବସର, ଅନିବାର୍ଯ୍ୟ ସେବା ନିବୃତି

Computer
ସଂଗଣକ, କମ୍ପ୍ୟୁଟର

Computer centre
କମ୍ପ୍ୟୁଟର କେନ୍ଦ୍ର

Computer friendly
କମ୍ପ୍ୟୁଟର ଅନୁକୁଳ

Computerization
କମ୍ପ୍ୟୁଟର କରଣ

Computer language
କମ୍ପ୍ୟୁଟର ଭାଷା

Computer literacy
କମ୍ପ୍ୟୁଟର ସାକ୍ଷରତା

Concept
ଧାରଣା

Concern
ବିଷୟ, ସମ୍ପର୍କ, ବ୍ୟାପାର, ଉଦବେଗ, ସଂପୃକ୍ତ କରିବା, ସଂପୃକ୍ତ ହେବା

Concession
ରିଆତି, ରିହାତି


logo