logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Withdrawal
ପ୍ରତ୍ୟାହରତା, ଅପସାରଣ

Withdrawal of motion
ପ୍ରତ୍ୟାହାର ପ୍ରସ୍ତାବ

Withhold
ଅଟକାଇ ରଖିବା, ରୋକିବା

Within
ମଧ୍ୟରେ, ଭିତରେ

Without delay
ଅବିଳମ୍ବେ

Without permission
ବିନା ଅନୁମତି

Withstand
ପ୍ରତିରୋଧ କରିବା, ବାଧାଦେବା

Witness
ସାକ୍ଷୀ, ସାକ୍ଷ୍ୟ, ଦେଖିବା, ସାକ୍ଷ୍ୟଦେବା, ପ୍ରମାଣ କିବା

Work book
କାର୍ଯ୍ୟ ପୁସ୍ତିକା

Work-charged
କାର୍ଯ୍ୟଭାରିତ


logo