logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Guarantor
ପ୍ରତିଭୂତି ଦାତା, ଗାରେଣ୍ଟି ଦାତା, ଜାମିନଦାର

Guard
ପ୍ରହରୀ, ରକ୍ଷୀ, ତତ୍ତ୍ୱାବଧାରକ, ରକ୍ଷା କରିବା, ପହରା ଦେବା

Guard file
ରକ୍ଷକ ନଥି, ଗାର୍ଡ ଫାଇଲ୍

Guardian
ଅଭିଭାବକ

Guest house
ଅତିଥି ଗୃହ, ଅତିଥିଶାଳା

Guide
ପଥ ପ୍ରଦର୍ଶକ, ମାର୍ଗଦର୍ଶକ, ଗାଇଡ୍, ବାଟ ବତେଇବା, ଦିଗଦର୍ଶନ ଦେବା, ନିୟନ୍ତ୍ରଣ କରିବା

Guidelines
ନିର୍ଦ୍ଦେଶକ ନିୟମାବଳୀ

Guilt
ଦୋଷୀ


logo