logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

End product
ଅନ୍ତିମ ଉତ୍ପାଦ

Energy
ଶକ୍ତି, ଊର୍ଜା

Enforce
ପ୍ରବର୍ତ୍ତନ କରାଇବା, ବାଧ୍ୟ କରିବା

Engage
କାମରେ ଲଗାଇବା, ନିଯୁକ୍ତ କରିବା, ଲାଗିବା, କାର୍ଯ୍ୟରତ ହେବା

Enhancement
ବୃଦ୍ଧି, ଉନ୍ନତି

Enjoin
ଆଦେଶ ଦେବା, ହୁକୁମ ଦେବା, ନିଷେଧ କରିବା

En masse
ବଳବଦ୍ଧଭାବେ, ଏକା ସାଙ୍ଗରେ

Enquiry
ତଦନ୍ତ, ଜିଜ୍ଞାସା

Enrol
ନାମାଙ୍କନ କରିବା, ତାଲିକାଭୁକ୍ତ କରିବା

Enrolment (=enrollment)
ନାମଲେଖା, ତାଲିକାଭୁକ୍ତ


logo