logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Enact
ଅଧିନିୟମନ କରିବା, ମଞ୍ଚସ୍ଥ କରିବା

Enactment
ବିଧାନ, ଅଧିନିୟମ, ଅନୁମୋଦିତ ଆଇନ

En bloc
ସମୂହତଃ, ଏକା ସାଙ୍ଗରେ

Encash
ନଗଦ ରାଶିରେ ପରିଣତ କରିବା

Enclose
ପରିବଦ୍ଧ କରିବା, ସଂଲଗ୍ନ କରିବା

Encouragement
ଉତ୍ସାହ

Encroachment
ଅନଧିକାର ପ୍ରବେଶକାରୀ

Encumbrance
ଋଣଭାର

Endorse
ସମର୍ଥନ କରିବା, ପୃଷ୍ଠାଙ୍କନ କରିବା, ଅନୁମୋଦନ ସୂଚକ ଦସ୍ତଖତ କରିବା

Endowment
ବୃତ୍ତିଦାନ, ନୈସର୍ଗିକ ଗୁଣ, ପ୍ରଦତ୍ତ ସମ୍ପତ୍ତି, ଦେବୋତ୍ତର ସମ୍ପତ୍ତି


logo