logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Well-versed
ସୁପ୍ରବୀଣ

Wherebouts
ଠାବ ଠିକଣା

Whereas
ଯେହାତୁ, ପକ୍ଷାନ୍ତର

Whimsical
ଖିଆଲୀ, ଖାମଖିଆଲୀ, ଅଦ୍ଭୁତ

Whip
ସଚେତକ, ଛାଟିଆ, ଚାବୁକ, କୋରଡ଼ା

White paper
ଶ୍ୱେତପତ୍ର, ତଥ୍ୟ ସମ୍ବ ଳିତ ସରାରୀ ରିପୋର୍ଟ

Whole-time
ପୂର୍ଣ୍ଣକାଳିନ

Whole-time employee
ପୂର୍ଣ୍ଣକାଳିନ କର୍ମଚାରୀ

Wide ranging
ଓସାରିା, ପ୍ରଶସ୍ତ, ବ୍ୟାପକ

Widely read
ସୁପଠିତ, ବହୁ ପଠିତ


logo