logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Tax schedule
କର ତାଲିକା

Team spirit
ଦଳ ଗତ ଭାବନା, ସାମୂହିକ ଭାବନା

Team work
ଦଳଗତ/ସାମୂହିକ କାର୍ଯ୍ୟ

Tear gas
ଲୁହବୁହା ଗ୍ୟାସ୍

Technical
ପ୍ରାୟୋଗିକ, ବୈଷୟିକ, ପାରିଭାଷିକ, ଯନ୍ତ୍ରକୌଶଳ ସଂକ୍ରାନ୍ତୀୟ

Technical advice
ବୈଷୟିକ ଉପଦେଶ

Technical college
ବୈଷୟିକ ମହାବିଦ୍ୟାଳୟ

Technical data
ବୈଷୟିକ ଦତ୍ତତଥ୍ୟ

Technical post
ବୈଷୟିକ ପଦ

Technical qualification
ବୈଷୟିକ ଯୋଗ୍ୟତା


logo