logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Inaccessible
ଅପହଞ୍ଚ, ଅଗାମ୍ୟ, ଦୁଷ୍ଟ୍ରାପ୍ୟ

Inadmissible
ଅଗ୍ରାହ୍ୟ, ଅସ୍ୱୀକାର୍ଯ୍ୟ

Inadvertently
ଅଜ୍ଞାତରେ, ଅସାବଧାନତାରେ

Inauguration
ଉଦଘାଟନ

In cash
ନଗଦ ଆକାରରେ

Incentive
ପ୍ରୋତ୍ସାହନ, ପ୍ରୋତ୍ସାହକ

Incidental
ଆନୁଷଙ୍ଗିକ, ଘଟନୀୟ

Inclination
ପ୍ରବୃତ୍ତି, ଅଭିରୁଚି, ଝୁଙ୍କାଣ, ଅବନମନ, ଗଡ଼ାଣିଆ ସ୍ଥାନ

Inclusive
ସମେତ, ଅନ୍ତର୍ଭୁକ୍ତ

Incognito
ଛଦ୍ମଭାବରେ, ଛଦ୍ମ, ଗୁପ୍ତ


logo