logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Firing
ଗୁଳି ଚାଳନା

Firm
ମଜଭୁତ୍, ଦୃଢ଼, ଫାର୍ମ

First aid
ପ୍ରାଥମିକ ଚିକିତ୍ସା

First class
ପ୍ରଥମ ଶ୍ରେଣୀ

First division
ପ୍ରଥମ ଶ୍ରେଣୀ

First information report
ଏତଲା, ପ୍ରଥମ ସୂଚନା ରିପୋର୍ଟ

Fiscal
ରାଜସ୍ୱ ସମ୍ୱନ୍ଧୀୟ

Fisheries
ମତ୍ସ୍ୟପାଳନ, ମାଛଧରା ବ୍ୟବସାୟ

Fit
ଉପଯୁକ୍ତ ହେବା, ଉପଯୁକ୍ତ କରିବା, ଉପଯୁକ୍ତ, ଯୋଗ୍ୟ, ସସ୍ଥ, ମୂର୍ଚ୍ଛା, ମୂର୍ଚ୍ଛାରୋଗ, ଅପସ୍ମାର

Fitness
ସୁସ୍ଥତା


logo