logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Employee participation
କର୍ମଚାରୀ ସହଭାଗୀତା

Employee’s contribution
କର୍ମଚାରୀ ଅଂଶଦାନ

Employees provident fund
କର୍ମଚାରୀ ଭବିଷ୍ୟନିଧି

Employer
ନିୟୋଜକ, ନିଯୋକ୍ତା

Employment
ନିୟୋଜକ, କର୍ମଯୋଗାଣ

Employment exchange
କର୍ମଯୋଗାଣ ସଂସ୍ଥା, କର୍ମନିୟୋଜନ କାର୍ଯ୍ୟାଳୟ

Employment notice
କର୍ମଯୋଗାଣ ସୂଚନା, କର୍ମ ଯୋଗାଣ ବିଜ୍ଞପ୍ତି

Employment office
କର୍ମଯୋଗାଣ କାର୍ଯ୍ୟାଳୟ

Empower
କ୍ଷମତା ଦେବା, ଅଧିକାର ଦେବା

Empowerment
କ୍ଷମତାପନ୍ନ କରିବା, ଅଧିକାର ଦେବା


logo