logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Impound
ପରିବଦ୍ଧ କରିବା, ବାଜ୍ୟାପ୍ତ କରିବା

Impression
ଧାରଣା, ମୁଦ୍ରଣ

Imprest
ବଇନା, ଅଗ୍ରିମ

Improper
ଅନୁଚିତ, ଅନୁପଯୁକ୍ତ, ଅଶାଳୀନ

Improve
ଉନ୍ନତି କରିବା, ଅଭିବୃଦ୍ଧି କରିବା

Improvement
ଉନ୍ନତି, ଅଭିବୃଦ୍ଧି, ଉନ୍ନତି ସାଧନ, ସଂଶୋଧନ

Improvisation
ଆଶୁ ବ୍ୟବସ୍ଥା, ଆଶୁ କ୍ରିୟା

Impute
ଦୋଷ ଲଗାଇବା, ଲାଞ୍ଛନା ଦେବା

In abeyance
ପ୍ରାସ୍ଥଗିତ

Inability
ଅସାମର୍ଥ୍ୟ, ଶକ୍ତିହୀନତା


logo