logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Task
କାର୍ଯ୍ୟ, କାର୍ଯ୍ୟଭାର, ଖଟାଇବା

Task force
ବିଶେଷ କାର୍ଯ୍ୟରତ ସେନା

Tax
କର, କର ବସାଇବା/ଧାର୍ଯ୍ୟ କିରିବା, ଭାର ଲଦିବା, ପୀଡ଼ା ଦେବା

Tax abatement
କରକମ ହେବା

Taxable
କରଯୋଗ୍ୟ

Taxable income
କରଯୋଗ୍ୟ ଆୟ

Tax adjustment
କର ସମନ୍ୱୟ, କରସମାୟୋଜନ

Tax assessment
କରନିର୍ଦ୍ଧାରଣ

Taxation
କରଧାର୍ଯ୍ୟ, କର ଆରୋପଣ

Tax avoidance (tax loophole)
କର ଏଡ଼ିବା, କର ପରିହାର


logo