logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Trustee
ଟ୍ରଷ୍ଟି, ନ୍ୟାସୀ

Trustworthy
ବିସ୍ୱାସ, ଟ୍ରଷ୍ଟ, ନ୍ୟାସ

Turn down
ଅସ୍ୱୀକୃତ ହେବା

Turnkey basis
ଆଦ୍ୟପ୍ରାନ୍ତ ଆଧାର, ଆଦ୍ୟୋପାନ୍ତ ଆଧାର

Turnout
ଉତ୍ପାଦ, ଉପସ୍ଥିତି

Turnover
କାରବାର, କାରବାର ପରିମାଣ, ଓଲାଟାଇବା, କାରବାର କରିବା

Turpitude
ନୀଚତା, ଭ୍ରଷ୍ଠତା

Tutelage
ତତ୍ତ୍ୱାବଧାନ, ସୁରକ୍ଷା

Twin city
ଯୁଗ୍ମ ନଗରୀ, ସଂଯୁକ୍ତ ନଗର

Twin sharing basis
ଯୁଗ୍ମଭାଗୀତା ଆଧାର, ଦ୍ୱିଭାଗୀତା ଆଧାର


logo