logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Warrant
ପରବାନା, ୱାରଣ୍ଟ, ଆଜ୍ଞାପତ୍ର, ଔଚିତ୍ୟ ପ୍ରମାଣ କରିବା

Warranty
ନିର୍ଭରତା ପତ୍ର, ବିକ୍ରି ବସ୍ତୁର ଜାମିନ୍ ନାମା

Washing allowance
ଧୂଲେଇ ଭତ୍ତା

Wastage
ଅପଚୟ, ନଷ୍ଟ, କ୍ଷୟ

Waste land
ପତିତ ଜମି, ବଂଜର ଭୂମି, ବନ୍ଧ୍ୟାଭୂମି

Waste paper basket
ରଦ୍ଦି କାଗଜ ଟାଙ୍ଗୁଡି

Watch
ଘଡି, ପ୍ରହର, ପହରାଦାରି, ନଜର, ଜଗିବା, ନଜର ରଖିବା

Watch and ward
ରକ୍ଷା ପ୍ରହରା

Water proof
ଜଳରୋଧକ

Water supply
ଜଳ ଯୋଗାଣ


logo