logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Tampering
ବଦଳାବଦଳି, ହେରଫେର

Tangible
ମୂର୍ତ୍ତ, ମୂର୍ତ୍ତମାନ, ସ୍ପର୍ଶନୀୟ

Tangible asset
ସ୍ପର୍ଶନୀୟ ପୁଜ୍ଞି

Tape
ମାପ ଫିତା, କେସେଟ୍ ଫିତା, ଅଠାଦିଆ ଫିତା, ଫିତା, ଫିତା ବାନ୍ଧିବା, ଫିତେରେ ରେକର୍ଡ କିବା, ମାପିବା, ଯୋଡ଼ିବା

Tapping
ଉପଯୋଗ କରିବା, ରେକର୍ଡ କରିବା

Tardiness
ଧୀରତା, ମଂଦତା

Target
ଲକ୍ଷ୍ୟ, ଚାନ୍ଦମାରି, ଲକ୍ଷ୍ୟଭେଦପଟା

Target date
ଲକ୍ଷ୍ୟ ତାରିଖ

Tariff
ଟାରିଫ, ସୀମା ପ୍ରଶୁଳ୍କ, ଶୁଳ୍କସୂଚୀ

Tarnish
ମଳିନ କିବା, ସମ୍ମାନ ନଷ୍ଟ କରିବା


logo