logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Immediate action
ତୁରନ୍ତ ପଦକ୍ଷେପ

Immediate officer
ଆସନ୍ନ ଅଧିକାରୀ

Immigrant
ଆପ୍ରବାସୀ, ବିଦେଶାଗତ

Immoral
ଅନୈତିକ, ଅସାଧୁ, ଦୁରାଚାରୀ

Immovable
ସ୍ଥାବର, ଅଚଳନ୍ତି, ଅଚଳ

Immune
ପ୍ରତିରୋଧକାରୀ, ପ୍ରତିରୋଧକ୍ଷମ

Immunity
ପ୍ରତିରୋଧକାରିତା, ପ୍ରତିରୋଧ କ୍ଷମତା, ସଂକ୍ରମଣ ବାଧକତ୍ୱ

Impact
ସଂଘାତ, ପ୍ରଭାବ

Impartial
ନିଷ୍ପକ୍ଷ, ନିରପେକ୍ଷ, ସମଦର୍ଶୀ

Impeachment
ମହାଭିଯୋଗ


logo