logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Efficacy
ସାମର୍ଥ୍ୟ, ପ୍ରଭାବକାରିତା

Efficiency
ଦକ୍ଷତା

Efficient
କାର୍ଯ୍ୟଦକ୍ଷ, କାର୍ଯ୍ୟକୁଶଳ

Ejectment
ବିହିଷ୍କରଣ

Elaborate
ସବିସ୍ତାର, ଯତ୍ନସିଦ୍ଧ

Elapse
ବତିଯିବା, ଅତୀତ ହେବା

Elected representative
ନିର୍ବାଚିତ ପ୍ରତିନିଧି

Election
ନିର୍ବାଚନ

Electoral college
ନିର୍ବାଚକଗଣ

Electorate
ନିର୍ବାଚନ କ୍ଷେତ୍ର, ନିର୍ବାଚନ ମଣ୍ଡଳ


logo