logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Tribunal
ନ୍ୟାୟାଧିକରଣ, ଟ୍ରିବ୍ୟୁନାଲ୍

Tribute
ଶ୍ରଦ୍ଧାଞ୍ଜଳି, ଦର୍ଶନୀ, ପେସ୍କସ୍

Trim
ସଜଡ଼ା, ସଜାଡ଼ି କଟିବା, କତୁରିବା,

Trip
ଲଘୁଭ୍ରମଣ, କ୍ଷେପ

Tripartite
ତ୍ରିପକ୍ଷୀୟ

Triple
ତ୍ରିଗୁମ, ତିନିଟିକିଆ

Triplicate
ତିନି ପ୍ରତିଲିପି ବିଶିଷ୍ଟ, ତ୍ରିଗୁଣିତ, ତିନି ପ୍ରତିଲିପି କରିବା, ତିନନୋଟି କରିବା

True copy
ଠିକ୍ ନକଲ, ଅବିକଳ ନକଲ

Trunk call
ଅତି ଦୂରଭାଷ, ଟ୍ରଙ୍କ କଲ୍

Trust
ବିଶ୍ୱାସ, ଟ୍ରଷ୍ଟ, ନ୍ୟାସ


logo