logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Transport
ପରିବହନ କରିବା, ନିର୍ବାସିତ

Transport allowance
ପରିବହନ ଭତ୍ତା

Transportation
ପରିବହନ, ନିର୍ବାସନ,

Transposition
ସ୍ଥାନବିନିମୟ

Trap
ଫାନ୍ଦ, ଫନ୍ଦି, ଫାନ୍ଦରେ ପକାଇବା

Travel
ଭ୍ରମଣ କରିବା, ଗ୍ରସ୍ତ କରିବାବୁଲିବାକୁ ଯିବା, ଭ୍ରମଣ, ଗ୍ରସ୍ତ

Travel expenses
ଭ୍ରମଣ ଖର୍ଚ୍ଚ,

Traveller’s cheque
ଯାତ୍ରୀ ଚେକ, ଭ୍ରମଣକାରୀ ଚେକ୍

Travelling allowance
ଗସ୍ତ ଭତ୍ତା

Travelling allowance bill
ଗସ୍ତ ଭତ୍ତା ବିଲ୍


logo