logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Irresponsible
ଦାୟିତ୍ୱହୀନ, ଦାୟିତ୍ୱଜ୍ଞାନଶୂନ୍ୟ

Irrevocable
ରଦ୍ଦ ଅଯୋଗ୍ୟ, ଅପ୍ରତ୍ୟାହାରୀ

Issue
ନିର୍ଗମ କରିବା, ବାହାର କରିବା, ପ୍ରଚଳନ କରିବା, ଜାରି କରିବା, ବାଦ ବିଷୟ, ସନ୍ତାନ, ବିଷୟ, ପ୍ରଦାନ, ନିର୍ଗମ

Issue order
ନିର୍ଗମ ଆଦେଶ, ଆଦେଶ ପ୍ରଦାନ

Issue price
ନିର୍ଗମ ମୂଲ୍ୟ, ନିର୍ଗମଦର

Item
ସ୍ୱତନ୍ତ୍ର ବସ୍ତୁ, ଦଫା, ସ୍ୱତନ୍ତ୍ର ସମ୍ବାଦ


logo