logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Top level decision
ଉଚ୍ଚସ୍ତରୀୟ ନିର୍ଣ୍ଣୟ

Top management
ଶୀର୍ଷ ପରିଚାଳନା

Topmost
ଉର୍ଦ୍ଧ୍ୱତମ, ଶୀର୍ଷତମ

Top official
ଶୀର୍ଷ ଅଧିକାରୀ

Topography
ସ୍ଥଳାକୃତି, ଭୂବିବରଣ,

Top priority
ସର୍ବାଧିକ ଅଗ୍ରାଧିକାର

Top ranking
ଶୀର୍ଷସ୍ଥ

Top secret
ସର୍ବାଧିକ ଗୋପନୀୟ

Torture
ନିର୍ଯ୍ୟାତନା, ଯନ୍ତ୍ରଣା, ନିର୍ଯ୍ୟାତନା ଦେବା

Total
ସମୁଦାୟ, ସମ୍ପୂର୍ଣ୍ଣ, ସମଷ୍ଟି, ମୋଟ, ମୋଟ କରିବା, ଯୋଗ କରିବା


logo