logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Wage rate
ମଜୁରି ମୂଲ୍ୟ

Wage review
ମଜୁରୀ ସମୀକ୍ଷ

Waiting list
ପ୍ରତିକ୍ଷା ତାଲିକା

Waive
ଅଧିତ୍ୟାଗ କରିବା, ଛାଡ କରିବା

Walk-in-interview
ପ୍ରବେଶ ସାକ୍ଷାତକାର

Want
ଆବଶ୍ୟକତା, ଇଚ୍ଛା

Ward
ୱାର୍ଡ

Warehouse
ପଣ୍ୟାଗାର, ଗୋଦାମ ଘର

Warehousing charges
ପଣ୍ୟାଗାର ପ୍ରଭାବ

Warning
ଚେତାବନୀ ଦେବା, ଚେତେଇ ଦେବା


logo