logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Tact
ଚତୁରତା, ବ୍ୟବହାର କୌଶଳ

Tactful
ସୁଚତୁର, ବ୍ୟବହାର-କୁଶଳ, କୌଶଳ

Tactic
ରଣଚାତୁରୀ, ଚାତୁର୍ଯ୍ୟ, କୌଶଳ

Tag
ଟ୍ୟାଗ୍, ଟ୍ୟାଗ୍ କରିବା, ନଥି କରିବା

Take home pay
ହାତ- ଦରମା

Take over
କାର୍ଯ୍ୟଭାର ନେବା, ଦାୟିତ୍ୱବହନ କରିବା

Talented
ପ୍ରତିଭାଶାଳୀ, ସୁଦକ୍ଷ, କର୍ମଦକ୍ଷ

Talent search
ପ୍ରତିଭା ଅନ୍ୱେଷଣ

Tally
ମେଳ କରିବା, ମେଳ ଖାଇବା, ମେଳ

Tally card
ମେଳ କାର୍ଡ


logo