logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Illigible
ଅସ୍ପଷ୍ଟ, ଦୁଷ୍ପାଠ୍ୟ

Ill-feeling
ଅସୁସ୍ଥ ମନୋଭାବ, ମନ୍ଦ ଭାବନା

Illicit
ଅନୁଚିତ, ନିଷିଦ୍ଧ

Illiteracy
ନିରକ୍ଷରତା

Illogical
ଅଯୁକ୍ତିକର, ଅଯୌ କ୍ତିକ, ଅସଙ୍ଗତ

Illustration
ଦୃଷ୍ଟାନ୍ତ, ଉଦାହରଣ, ସଚିତ୍ର ପ୍ରଦର୍ଶନ, ବ୍ୟାଖ୍ୟାନ

Image
ପ୍ରତିମା, ପ୍ରତିବିମ୍ୱ, ରୂପକଳ୍ପ, ଭାବମୁର୍ତ୍ତ, ଖ୍ୟାତି, ଅବଧାରଣା

Imbalance
ଅସଂତୁଳନ, ଅସମତୁଳନା

Immature
ଅପରିପକ୍ୱ, ଅପରିଣତ, ଅବିକଶିତ

Immediate
ଅଦୂର, ତୁରନ୍ତ, ତତକ୍ଷଣାତ, ସେହିକ୍ଷଣି, ଅବ୍ୟବହିତ


logo