logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

General practice
ସାଧାରଣ ଅଭ୍ୟାସ

General procedure
ସାଧାରଣ ପ୍ରକ୍ରିୟା

General rule
ସାଧାରଣ ନିୟମ

General ward
ସାଧାରଣ ଓ୍ୱାର୍ଡ/ବିଭାଗ

Generation
ଉତ୍ପାଦନ, ପୀଢ଼ି, ପୁରୁଷ

Genius
ପ୍ରତିଭାଶାଳୀ ବ୍ୟକ୍ତି, ପ୍ରତିଭା

Genuine
ଯଥାର୍ଥ, ଅସଲି, ଖାଣ୍ଟି, ପ୍ରାମାଣିକ, ବିଶୁଦ୍ଧ

Gift
ଉପହାର

Gist
ସାରାଂଶ, ସଂକ୍ଷିପ୍ତ ବିବରଣ

Global tender
ବିଶ୍ୱ ନିବିଦାପତ୍ର/ଟେଣ୍ଡର


logo