logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Token member
ପ୍ରତୀକ ସଭ୍ୟ

Token pay
ପ୍ରତୀକ ବେତନ

Token strike
ପ୍ରତୀକ ଧର୍ମଘଟ

Tone
ସମାଧ ପଥର

Tone down
ଧିରେ କରିବା, କମ କରିବା

Tone up
ବଢ଼ାଇବା, ଅଧିକ କରିବା, ମଜବୁତ କରିବା

Tool
ହତିଆର, ସାଧନ, କ୍ରୀଡ଼ନକ

Tool down strike
କାମ ଛୋଡ ଆନ୍ଦୋଲନ

Top
ଶିଖର, ଉପର ଭାଗ, ଉର୍ଦ୍ଧ୍ୱ ଭାଗ, ନନୁ, ଟବି ଯିବା, ଅଗ କାଟିବା, ଶିଖରରେ ପହଞ୍ଚିବା

Topic
ଆଲୋଚ୍ୟ ବିଷୟ, ପ୍ରସଙ୍ଗ


logo