logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Intolerance
ଅସହିଷ୍ଣୁତା

Intoxication
ନଶା, ମଉତା

Intricacy
ଜଟିଳତା

Intricate
ଜଟିଳ, ଛନ୍ଦାଛନ୍ଦି, ବିଜଡ଼ିତ

Introduce
ଉପସ୍ଥାପନ କରିବା, ପରିଚୟ କରାଇଦେବା, ପ୍ରଚଳନ କରିବା

Introduction
ପ୍ରସ୍ତାବନା, ଉପକ୍ରମ, ପ୍ରବର୍ତ୍ତନ, ଆୟତନ, ପରିଚୟ ପ୍ରଦାନ, ଉପସ୍ଥାପନା

Invalid
ଅକାମୀ, ଅକର୍ମଣ୍ୟ, ଅସିଦ୍ଧ

Invalidity
ଅକର୍ମଣ୍ୟତା

Invariably
ସବୁବେଳେ

Investigation
ଅନୁସନ୍ଧାନ, ତଦନ୍ତ


logo