logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Time schedule
ସମୟ ଅନୁସୂଚୀ

Time stamp
ସମୟ ମୋହର

Time study equipment
ସମୟ ଅଧ୍ୟୟନ ଉପକରଣ

Time table
ସମୟ ସାରଣୀ, କାର୍ଯ୍ୟକ୍ରମ

Timing
ଘିଟାବା ସମୟ, ସମୟ ନିର୍ଦ୍ଧାରଣ

Tips
ବକ୍ସିସ୍, ପରାମର୍ଶ

Title
ଉପାଧି, ହକ୍, ସ୍ୱତ୍ୱ, ଶିରୋନାମା, ଶିର୍ଶକ, ନାମସୂଚକ ଲେଖା

Title holder
ହକଧାରୀ, ଉପାଧିଧାରୀ

Toilet
ପ୍ରସାଧନ, ଶୌଚାଳୟ

Token
ନିଦର୍ଶନ, ଟୋକନ୍, ପ୍ରତୀକ


logo