logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Experience
ବ୍ୟୟସାପେକ୍ଷ, ବହୁମୂଲ୍ୟ

Experiment
ପରୀକ୍ଷଣ, ପ୍ରୟୋଗ, ପରିକ୍ଷଣ କରିବା, ପ୍ରୟୋଗ କରିବା

Expert
ପ୍ରବୀଣ, ସୁବିଜ୍ଞ, ପାରଙ୍ଗମ, ବିଶେଷଜ୍ଞ

Expiry
ଅବସାନ, ସମାପନ

Expiry date
ସମାପନ ତାରିଖ

Explanation
ସ୍ପଷ୍ଟୀକରଣ, କୈଫିୟତ ଦେବା, ବ୍ୟାଖ୍ୟା କରିବା, ଅର୍ଥ ବୁଝାଇବା

Explicit
ସୁସ୍ପଷ୍ଟ

Exploitation
ଶୋଷଣ, ସ୍ୱାର୍ଥ ସାଧନ, ଉପଯୋଗ

Explore
ଅନ୍ୱେଷଣ କରିବା

Explosion
ବିସ୍ପୋରଣ


logo