logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Exit poll
ନିର୍ଗମ ମତ ଅନୁମାନ

Ex-officio
ପଦଯୁକ୍ତ, କାର୍ଯ୍ୟାଳୟ ପଦହେତୁକ

Exonerate
ଦୋଷମୂକ୍ତ କରିବା, ଭାରମୁକ୍ତ କରିବା

Expansion
ପ୍ରସାରଣ

Ex-parte
ଏକତରଫା

Expatriation
ସ୍ୱଦେଶତ୍ୟାଗ, ଦେଶରୁ ବହିଷ୍କାର, ନିର୍ବାସନ

Expedient
ସମୀଚୀନ

Expedite
ତ୍ୱରାନ୍ୱିତ କରିବା

Expel
ବହିଷ୍କାର କରିବା

Expenditure
ବ୍ୟୟ, ଖର୍ଚ୍ଚ


logo