logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Ex gratia
ସାନୁଗ୍ରହ, ଅନୁଗ୍ରହପୂର୍ବକ ପ୍ରଦତ୍ତ

Ex gratia payment
ସାନୁଗ୍ରହ ଅନୁଦାନ

Exhaust
ନିଃଶେଷ କରିବା, କ୍ଳାନ୍ତ ହେବା

Exhaustive
ସୁବିସ୍ତୃତ, ସର୍ବାଙ୍ଗୀନ, ନିଃଶେଷକ, କ୍ଳାନ୍ତିକର

Exhibit
ପ୍ରଦର୍ଶନ କରିବା, ପ୍ରଦର୍ଶିତ ବସ୍ତୁ

Exigency
ଅତ୍ୟାବଶ୍ୟକତା, ଜରୁରୀ ଅବସ୍ଥା

Exim policy
ଆୟାତ ନିର୍ଯ୍ୟାତ ନୀତି

Exit
ପ୍ରସ୍ଥାନ

Exit interview
ବହିର୍ଗମନ ସାକ୍ଷାତକାର

Exit policy
ବହିର୍ଗମନ ନୀତି


logo