logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Theme
ବିଷୟ ବସ୍ତୁ

Therapy
ବିନା-ଅସ୍ତ୍ରୋପଚାରୀ ଚିକିତ୍ସା

Third party
ତୃତୀୟ ପକ୍ଷ

Thoroughly
ସମ୍ୟକରୂପେ, ସମ୍ପୂର୍ଣ୍ଣରୂପେ, ସମ୍ପୂର୍ଣ୍ଣ ଭାବେ

Thoughtful
ଚିନ୍ତାଶୀଳ, ବିଚାରବନ୍ତ, ବିଚାରଶୀଳ

Threat
ଧମକ, ବିପଦ, ଡରାଣ

Thrift
ମିଡବ୍ୟୟ, ମିଡବ୍ୟୟତା

Through
ଦ୍ୱାରା, ମଧ୍ୟଦେି, ଜରିଆରେ, ଶେଷ ପର୍ଯ୍ୟନ୍ତ, ପୂରା, ଆଦ୍ୟପ୍ରାନ୍ତ, ସିଧା

Throw out
ପ୍ରତ୍ୟାଖାନ କରିବା, ଲିଭାଇଦେବା, ତ୍ୟାଗ କରିବା

Thumb impression
ଆଙ୍ଗୁଳି ଛାପ, ଟିପଚିହ୍ନ


logo