logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Excuse
କ୍ଷମା ପ୍ରାର୍ଥନା, ବାହାନା, କ୍ଷମା କରିବା, କ୍ଷମା ମାଗିବା

Execute
ଜାରି କରିବା, ନିଷ୍ପାଦନ କରିବା, କାର୍ଯ୍ୟ ନର୍ବାହ କରିବା, ଫାଶୀ ଦେବା

Executive
କାର୍ଯ୍ୟ ନିର୍ବାହକ, କାର୍ଯ୍ୟନିର୍ବାହୀ

Executive committee
କାର୍ଯ୍ୟନିର୍ବାହୀ କମିଟି

Executive power
କାର୍ଯ୍ୟନିର୍ବାହୀ କ୍ଷମତା, କାର୍ଯ୍ୟକାରୀ ଶକ୍ତି

Executives
କାର୍ଯ୍ୟନିବାହୀଗଣ, ପ୍ରଶାସକ ଗଣ

Executive staff
କାର୍ଯ୍ୟନିର୍ବାହୀ କର୍ମଚାରୀ ବୃନ୍ଦ

Exempt
ଛାଡଦେବା, ଅବ୍ୟାହତି ଦେବା

Exemption
ଅବ୍ୟାହତି, ଛାଡ, ମାଫ୍

Exercise
ପ୍ରୟୋଗ କରିବା, ଅଭ୍ୟାସ କରିବା, ବ୍ୟାୟାମ କରିବା, ବ୍ୟାୟାମ, ଅଭ୍ୟାସ, ପ୍ରୟୋଗ, ଅନୁଶୀଳନୀ


logo