logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Testament
ଇଚ୍ଛାପ୍ତର, ରସିୟତନାମା

Test charge
ପରିକ୍ଷଣ ଖର୍ଚ୍ଚ

Test check
ନମୁନା ଯାଞ୍ଚ

Tester
ପରୀକ୍ଷାର୍ଥୀ

Testify
ପ୍ରମାଣିତ କରିବା, ସାକ୍ଷ୍ୟ ଦେବା

Testimonial
ପ୍ରଶଂସାପତ୍ର, ଚାରିତ୍ରିକ ପ୍ରମାଣପତ୍ର

Testimony
ପରିସାକ୍ଷ୍ୟ, ତଥ୍ୟ ପ୍ରକାଶ

Testing report
ପରୀକ୍ଷଣ ବିବରଣୀ

Text
ପାଠ୍ୟ, ମୂଳପାଠ, ପାଠ

Thankful
କୃତଜ୍ଞ


logo