logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Excavation
ଉତ୍ଖନନ

Excellent
ଉତ୍କୃଷ୍ଟ, ମହତ୍ତ୍ୱ

Exception
ବ୍ୟତିକ୍ରମ, ଆପତ୍ତି, ନିପାତନ

Exceptional
ଅସାଧାରଣ ବିଶେଷ, ନିୟମ ବହିର୍ଭୁତ

Excess
ଅତିଶୟ, ଅତ୍ୟଧିକ

Exchange
ବିନିମୟ, ବିନିମୟ କାର୍ଯ୍ୟାଳୟ, ବିନିମୟ କରିବା, ଅଦଳବଦଳ

Exchequer
ରାଜକୋଷ

Excise (=excise duty)
ଅବକାରୀ ଟିକସ, ଉତ୍ପାଦନ ଶୁଳ୍କ, କର୍ତ୍ତନ କରିବା, ଅବକାରୀ ଟିକସ ଧାର୍ଯ୍ୟ କରିବା

Exclude
ବହିଷ୍କୃତ କରିବା, ବାଦ ଦେବା

Exclusive
ବହିର୍ଭୂତ, ସମାଜ ବାସନ୍ଦ ଯୋଗ୍ୟ


logo