logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Inherit
ଉତ୍ତରାଧୀକରୀ ଭାବେ ପାଇବା, ଦାୟ ସୂତ୍ରେ ପାଇବା

Initial
ଆଦ୍ୟ, ପ୍ରାରମ୍ଭିକ, ଆଦ୍ୟାକ୍ଷର କରିବା, ସଂକ୍ଷିପ୍ତ ସ୍ୱାକ୍ଷର କରିବା, ସଂକ୍ଷିପ୍ତ ସ୍ୱକ୍ଷର, ଆଦ୍ୟକ୍ଷର

Initials
ଆଦ୍ୟ ଅକ୍ଷର, ପ୍ରାରମ୍ଭିକ

Initiate
ଆରମ୍ଭ କରିବା, ଦୀକ୍ଷିତ କରିବା, ନବଦୀକ୍ଷିତ, ନବଦୀକ୍ଷିତ ବ୍ୟକ୍ତି

Injuction
ଆଦେଶନାମା

Injury
କ୍ଷତି କରିବା, ଆଘାତ କରିବା

Inland letter
ଅନ୍ତର୍ଦେଶୀୟ

Inoculation
ଟିକା ଦାନ

Input
ନିଦେଶ, ଲଗୁଡ଼ି

Inquiry
ତଦନ୍ତ, ଜିଜ୍ଞାସା, ପଚାରାଉଚୁରା


logo