logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Work study
କାର୍ଯ୍ୟ ଅଧ୍ୟଯନ / ଅନୁଧ୍ୟନ

Work to rule (strike)
ନିୟମାନୁସାର କାର୍ଯ୍ୟ

Workup
ସରଳ କରିବା, ସଉଦା କରିବା

Worth
ମୂଲ୍ୟ, ଯୋଗ୍ୟତା

Worthless
ମୂଲ୍ୟହୀନ, ଯୋଗ୍ୟତାହୀନ

Worth recording
ଯଥାର୍ଥ ରେକଡିଂଗ

Worthy
ସୁଯୋଗ୍ୟ, ଯଥାର୍ଥ

Writ
ରିଟ୍, ଆଜ୍ଞାଦେଶ, ଆଦେଶନାମା

Write off
ହିସାବରୁ ବାଦ ଦେବା, ସଂପୂର୍ଣ୍ଣ ପରିତ୍ୟାଗ

Write-up
ଅଲେଖ


logo