logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Escort
ଦେହରକ୍ଷୀ, ରକ୍ଷାଚର, ସହଚର

Essential
ଅତ୍ୟାବଶ୍ୟକ, ସାରଭୂତ

Establishment
ପ୍ରତିଷ୍ଠାନ, ପ୍ରତିପାଦନ, କର୍ମଚାରୀ ଗର୍ଗ

Estimate
ଅଟକଳ କରିବା, ଜ୍ଞାନ କରିବା, ପ୍ରାକ୍କଳନ କରିବା, ଅଟକଳ, ପ୍ରାକ୍କଳନ

Estimated cost
ପ୍ରାକ୍କଳିତ ବ୍ୟୟ

Ethics
ନୀତିଶାସ୍ତ୍ର, ସଦାଚାର

Etiquette
ଭଦ୍ରାଚାର, ଆଦବ-କାଇଦା

Evacuation
ବାସ୍ତୁହରଣ, ମଳତ୍ୟାଗ, ନିଷ୍କ୍ରମଣ

Evade
ଏଡ଼ିବା, ଟାଳିବା

Evaluation
ମୂଲ୍ୟ ନିର୍ଦ୍ଧାରଣ


logo