logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Industry
ଉଦ୍ୟୋଗ, ଶିଳ୍ପ, ଅଧ୍ୟବସାୟ

Inefficiency
ଅପ୍ରଭାବୀ, ପ୍ରଭାବହୀନ, ନିଷ୍ପଳ, ଅକାମୀ, ଫଳ ପ୍ରଦାନରେ ଅକ୍ଷମ

Inequity
ଅସମତା

Inevitable
ଅନିବାର୍ଯ୍ୟ

Inexpedient
ଅସମୀଚୀନ

Inexperienced
ଅନଭିଜ୍ଞତା, ଅନଭ୍ୟସ୍ତତା

In fact
ବସ୍ତୁତଃ

Infection
ରାଗ ସଂକ୍ରମଣ, ଡ଼ିଆଁରୋଗ

Inferior
ନିମ୍ନସ୍ଥ, ନିକୃଷ୍ଟତା, ହୀନତା

Infirmity
ଶାରୀରିକ ଅକ୍ଷମତା, ଦୁର୍ବଳତା


logo