logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Temporary vacancy
ଅସ୍ଥାୟୀ ରିକ୍ତସ୍ଥାନ

Temptation
ପ୍ରଲୋଭନୀୟ, ଆକର୍ଷଣୀୟ

Tenable
ସମର୍ଥନୀୟ, ତର୍କସଙ୍ଗତ

Tenacity
ଟାଣପମ, ଦୃଢ଼ପ୍ରତିଜ୍ଞା

Tenancy
ପ୍ରଜାସ୍ୱତ୍ୱ ବିଧି

Tenant
ପ୍ରଜା, ଭଡ଼ାଟିଆ

Tendency
ପ୍ରବୃତ୍ତି, ପ୍ରବଣତା

Tender
କୋମଳ, ସ୍ପର୍ଶକାତର, ଯାଚିବା, ପ୍ରଦାନ କରିବା, ଅର୍ପିବା, ନିବେଦପତ୍ର, ଟେଣ୍ଡର

Tender box
ନିବେଦ ପେଟୀ, ଟେଣ୍ଡର ପେଟୀ

Tenderer
ଟେଣ୍ଡର ଦାତା


logo