logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Indiscriminate
ବାଛବିଚାର ନକରି, ନିର୍ବିଚାରରେ, ଅବିଚାରିତ ଭାବେ

Indisputable
ନିର୍ବିବାଦ

Indistinct
ଅସ୍ପଷ୍ଟ

Indorsement
ପୃଷ୍ଠାଙ୍କନ

Individual
ବ୍ୟକ୍ତି, ବ୍ୟକ୍ତିଗତ

Induction
ପ୍ରରୋଚନା, ଆରୋହ, ଅନୁମାନ, ପଦାସୀନ କରଣ

In duplicate
ଦୁଇ କିତାରେ, ଅନୁଲିପି ସହିତ

Industrialization
ଉଦ୍ୟୋଗୀକରଣ, ଶିଳ୍ପାୟନ

Industrial staff
ଔଦ୍ୟୋଗିକ କର୍ମଚାରି

Industrious
ଅଧ୍ୟବସାୟୀ, ଉଦ୍ୟୋଗୀ


logo