भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Terminal phalanx

ଅନ୍ତିମ ଅଂଗୁଳାସ୍ଥି

Termitarium

ଜୀମକଗୃହ, ବଲ୍ମୀକ

Termitenest

ଉଇହୁଙ୍କା

Termiticole

ବଲ୍ମୀକବାସୀ

Terrapin

କର୍ମଠ

Terrarium

ସ୍ଥଳଜୀବଶାଳା

Terrebra

ବେଧନୀ

Terrestrial adaptation

ସ୍ଥଳୀୟ ଅନୁକୂଳନ

Terrestrial community

ସ୍ଥଳଗୋଷ୍ଠୀ

Terricole

ଭୂର୍ବାସୀ

Terrigenous

ସ୍ଥଳଜାତ

Tertials (feather)

ତୃତୀୟପିଛ

Tertiary structure

ତୃତୀୟକ

Testicular nephridium

ବୃଷକ ବୃକ୍‌କ

Testislobe

ଶୁକ୍ରାଶୟ ପାଳି

Testis sac

ଶୁକ୍ରାଶୟ କୋଷ

Tetanic

ଧନୁସ୍ତମ୍ଭୀ

Tetanic contraction

ଧନୁସ୍ତମ୍ଭୀ ସଂକୁଚନ

Tetanus

ଧନୁଷ୍ଠଙ୍କାର

Tetrabranch

ଚତୁଷ୍କୋମ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App