Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Terminal phalanx
ଅନ୍ତିମ ଅଂଗୁଳାସ୍ଥି
Termitarium
ଜୀମକଗୃହ, ବଲ୍ମୀକ
Termitenest
ଉଇହୁଙ୍କା
Termiticole
ବଲ୍ମୀକବାସୀ
Terrapin
କର୍ମଠ
Terrarium
ସ୍ଥଳଜୀବଶାଳା
Terrebra
ବେଧନୀ
Terrestrial adaptation
ସ୍ଥଳୀୟ ଅନୁକୂଳନ
Terrestrial community
ସ୍ଥଳଗୋଷ୍ଠୀ
Terricole
ଭୂର୍ବାସୀ
Terrigenous
ସ୍ଥଳଜାତ
Tertials (feather)
ତୃତୀୟପିଛ
Tertiary structure
ତୃତୀୟକ
Testicular nephridium
ବୃଷକ ବୃକ୍କ
Testislobe
ଶୁକ୍ରାଶୟ ପାଳି
Testis sac
ଶୁକ୍ରାଶୟ କୋଷ
Tetanic
ଧନୁସ୍ତମ୍ଭୀ
Tetanic contraction
ଧନୁସ୍ତମ୍ଭୀ ସଂକୁଚନ
Tetanus
ଧନୁଷ୍ଠଙ୍କାର
Tetrabranch