भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Typical vertebra

ପ୍ରରୂପୀ କଶେରୁକ

Typhlosole

ଆନ୍ତ୍ରବଳନ

Typical form

ପ୍ରରୂପୀୟ ରୂପ

Typification

ପ୍ରରୂପଣ

Typpogenesis

ପ୍ରରୂପ ଦ୍ରୁତ ବିବର୍ତ୍ତନ

Typolgical

ପ୍ରରୂପ ବିଜ୍ଞାନୀୟ

Tylostylote

ମୁଣ୍ଡସ୍ତମ୍ଭିକା

Tylus

ଗୁଳ୍ମକ

Typology

ପ୍ରରୂପବିଜ୍ଞାନ

Typonym

ପ୍ରରୂପନାମ

Tabular bone

ସପାଟାସ୍ଥି

Tactile cone

ସ୍ପର୍ଶ ଶଙ୍କୁ

Tactile corpuscle

ସ୍ପର୍ଶ କଣିକା

Tactile seta

ସ୍ପର୍ଶ ଶୂକ

Tagging experiment

ବନ୍ଧନ ପ୍ରୟୋଗ

Tail coverts

ପୁଚ୍ଛାବରକ

Tail feet

ପୁଚ୍ଛପାଦ

Tail muscle

ପୁଚ୍ଛପେଶୀ

Tail piece

ପୁଚ୍ଛାଂଶ

Tail plate

ପୁଚ୍ଛ ପଟ୍ଟ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App