भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Sacral artery

ତ୍ରିକ ଧମନୀ

Sacral diapophysis

ତ୍ରିକ ଦ୍ଵିବିବର୍ଦ୍ଧ

Sacral foramen

ତ୍ରିକ ରନ୍ଧ୍ର

Sacral gland

ତ୍ରିକ ଗ୍ରନ୍ଥି

Sacral nerve

ତ୍ରିକ ସ୍ନାୟୁ

Sacrum

ତ୍ରିକାସ୍ଥି

Sacrochordal

ତ୍ରିକପୁଚ୍ଛି

Sarocolemma

ପେଶୀ ଝିଲ୍ଲୀ

Sagittal

ଲମ୍ବମଧ୍ୟଛେଦ, ସମମିତାର୍ଦ୍ଧୀ

Sagittal axis

ସମମିତାର୍ଦ୍ଧୀ ଅକ୍ଷ

Sagittate

ତାରାକୃତି, ବାଣାକାର

Salamander

ସରଟ, ସାଲାମାଣ୍ଡାର

Saline

ଲବଣୀୟ, ଖାରା, ଲୁଣି

Saliva

ଲାଳ

Salivary

ଲାଳୀୟ

Salivary apparatus

ଲାଳିୟ ସାଧନୀ

Salivary duct

ଲାଳିୟ ନାଳୀ

Salivary gland

ଲାଳ ଗ୍ରନ୍ଥି

Salivary secretion

ଲାଳ କ୍ଷରଣ

Saltatory evolution

ଝମ୍ପ ବିବର୍ତ୍ତନ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App