भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Pathogenic bacteria

ରୋଗଜନିତ ବୀଜାଣୁ

Paurometabolism

ସଂକ୍ଷିପ୍ତ ରୂପାନ୍ତରଣ

Paxilla

ସକଣ୍ଟକ ବିଳକ, ପ୍ରବିଳ

Pearl

ମୁକ୍ତା

Pearl oyster (=pearl mussel)

ମୁକ୍ତା ଶୁକ୍ତି

Pearl culture

ମୁକ୍ତା ଚାଷ

Pecten (=pectine)

କଙ୍କତାଙ୍ଗ, ପେକ୍‌ଟେନ୍‌

Pectoral

ବକ୍ଷ

Pectoral appendage

ବକ୍ଷ ଅନୁବନ୍ଧ

Pectoral fin

ବକ୍ଷ ପକ୍ଷ

Pectoral girdle

ବକ୍ଷ ମେଖଳା

Pectoral muscle

ବକ୍ଷ ପେଶୀ

Pectoral major

ବୃହତ୍‌ ବକ୍ଷ ପେଶୀ

Pectoral minor

ଲଘୁ ବକ୍ଷ ପେଶୀ, କ୍ଷୁଦ୍ର ବକ୍ଷ ପେଶୀ

Pectus

ବକ୍ଷ, ନିବକ୍ଷ, ଭର

Pedal

ପାଦ, ପାଦିକ

Pedal aperture

ପାଦ ରନ୍ଧ୍ର

Pedal commissure

ପାଦ ସନ୍ଧାୟନୀ

Pedal disc

ପାଦ ବିମ୍ବ

Pedal gland

ପାଦ ଗ୍ରନ୍ଥି

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App