भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Oligothermic

ଅଳ୍ପ ତାପିକ

Omasum

ତୃତୀୟ ପାକସ୍ଥଳୀ, ତୃତୀୟ ଆମାଶୟ

Ommatidium

ନେତ୍ରାଣୁ, ନେତ୍ରାଂଶଂକ

Ommochrome

ନେତ୍ରବର୍ଣ୍ଣକ

Omnivorous

ସର୍ବହାରୀ, ସର୍ବଗ୍ରାସୀ, ସର୍ବ ଭକ୍ଷୀ, ସର୍ବଭୋଜୀ

Ommosternum

ଅଗ୍ର ଉରଫଳକ

Oncogene

ଅଙ୍କୋଜିନ୍‌

Oncogenic virus

ଅର୍ବୁଦୀୟ ବିଷାଣୁ

Onctosphere

ଶତଙ୍କୋଶୀ

Ontogeny

ବୃକ୍ତି ବୃତ୍ତାନ୍ତ

Oocyst

ଯୁଗ୍ମ କୋଷିକା

Oocyte

ଡିମ୍ବାଣୁ କୋଷିକା, ଡିମ୍ବାଣୁ ମାତୃକା

Oogenesis

ଡିମ୍ବାଣୁ ଉତ୍ପତ୍ତି

Oogonium

ମୂଳ ଡିମ୍ବାଣୁ କୋଶିକା

Ookinete

ଚଳ ଯୁଗ୍ମଜ, ଉକିନାଇଟ୍‌

Oology

ଅଣ୍ଡା ବିଜ୍ଞାନ

Ootheca

ଅଣ୍ଡା କବଚ

Oothecal chamber

ଅଣ୍ଡା କବଚାଶୟ

Ooze

ସିନ୍ଧୁ ପଙ୍କ

Oozooid

ଅଣ୍ଡ ଜୀବକ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App