Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Ichthyology
ମତ୍ସ୍ୟ ବିଜ୍ଞାନ
Inchthyologist
ମତ୍ସ୍ୟବିଜ୍ଞାନୀ
Iconotype
ଆଦିପ୍ରରୂପ ଚିତ୍ର
Ichthyodont
ମତ୍ସ୍ୟଦନ୍ତୀ
Identical twins
ଏକାତ୍ମଯମଜ, ଅଭିନ୍ନ ଜମଜ, ସମରୂପୀ ଜମଜ
Idiochiomatin
ସୁପ୍ତ ସକ୍ରିୟ କ୍ରୋମଟିନ୍
Idiogram
ପିତ୍ରୀୟ ସୂତ୍ର କ୍ରମସଜ୍ଜା
Idiosoma
ମଧ୍ୟହୀ ଶରୀର ଗଣ୍ଡି
Iodother mous (homeothermous)
ସ୍ଥିରତାପୀ
Idioblasrtic
ବିଶିଷ୍ଟ କୋରକ
Idiotype
ନିର୍ଦ୍ଦିଷ୍ଟ ରୂପ
Ileum
କ୍ଷୁଦ୍ରାନ୍ତ
Iliac
ପୃଷ୍ଠ ନିତମ୍ବ
Iliac artery
ନିତମ୍ବ ପୃଷ୍ଠଧମନୀ
Iliac crest
ଇଲିୟମ୍ ଶିଖର
Iliac symphyous
ଇଲିୟମ୍ ସନ୍ଧି
Iliac vein
ନିତମ୍ବ ପୃଷ୍ଠ ଶିରା
Ilium
ପୃଷ୍ଠନିତମ୍ବାସ୍ଥି
Image
ପ୍ରତିବିମ୍ବ
Imago