भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Hematin

ହେମାଟିନ୍‌

Haemolymph

ରୁଧିର ଲସିକା

Hemagglutinin

ହେମାଗ୍ଲୁଟିନିନ୍‌

Hemocyte

ରୁଧିଗ୍‌ଣୁ, କୀଟମାନଙ୍କର ରକ୍ତକୋଶ

Hemimetabolous insect

ଅଳ୍ପରୂପାନ୍ତରୀ କୀଟ, ଅପୂର୍ଣ୍ଣରୂପାନ୍ତର କୀଟ

Hemiparasite

ଅଂଶପରଜୀବୀ

Hemistome

ଅର୍ଦ୍ଧଚୁଷକ

Hemixix

ଅର୍ଦ୍ଧସଂଯୋଗ

Hemibranch

ଅର୍ଦ୍ଧକ୍ଳୋମ

Hemizzygous

ଅର୍ଦ୍ଧଯୁଗ୍ମଜୀ

Hen

ମାଈ କୁକୁଡା

Henderson-Hassel bach equation

ହାଣ୍ଡରସନ୍‌ ହେସେଲବ୍ୟାକ ସମୀକରଣ

Henle’s loop

ହେନ୍‌ଲେ ଫାଶ

Hensen’s mode

ହେନସେନ୍‌ ଗଣ୍ଠି

Heparin

ରକ୍ତଜମାଟ ପ୍ରତିରୋଧୀ

Hepatic

ଯକୃତୀୟ

Hepatic artery

ଯକୃତ ଧମନୀ

Hepatic caeca

ଯକୃତ ଅନ୍ଧନାଳ

Hepatic cell

ଯକୃତ କୋଷ

Hepatic diverticulum

ଯକୃତ ଅନ୍ଧବର୍ଦ୍ଧ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App