Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Hematin
ହେମାଟିନ୍
Haemolymph
ରୁଧିର ଲସିକା
Hemagglutinin
ହେମାଗ୍ଲୁଟିନିନ୍
Hemocyte
ରୁଧିଗ୍ଣୁ, କୀଟମାନଙ୍କର ରକ୍ତକୋଶ
Hemimetabolous insect
ଅଳ୍ପରୂପାନ୍ତରୀ କୀଟ, ଅପୂର୍ଣ୍ଣରୂପାନ୍ତର କୀଟ
Hemiparasite
ଅଂଶପରଜୀବୀ
Hemistome
ଅର୍ଦ୍ଧଚୁଷକ
Hemixix
ଅର୍ଦ୍ଧସଂଯୋଗ
Hemibranch
ଅର୍ଦ୍ଧକ୍ଳୋମ
Hemizzygous
ଅର୍ଦ୍ଧଯୁଗ୍ମଜୀ
Hen
ମାଈ କୁକୁଡା
Henderson-Hassel bach equation
ହାଣ୍ଡରସନ୍ ହେସେଲବ୍ୟାକ ସମୀକରଣ
Henle’s loop
ହେନ୍ଲେ ଫାଶ
Hensen’s mode
ହେନସେନ୍ ଗଣ୍ଠି
Heparin
ରକ୍ତଜମାଟ ପ୍ରତିରୋଧୀ
Hepatic
ଯକୃତୀୟ
Hepatic artery
ଯକୃତ ଧମନୀ
Hepatic caeca
ଯକୃତ ଅନ୍ଧନାଳ
Hepatic cell
ଯକୃତ କୋଷ
Hepatic diverticulum