भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Hepatitis

ଯକୃତ ଶୋଥ

Hepatotropic

ଯକୃତ ବର୍ତ୍ତୀ

Heritable character

ବଂଶଗତ ଲକ୍ଷଣ

Hermit crab

ସାଧୁ କଙ୍କଡା, ଯତି କଙ୍କଡ଼ା

Heron

ବଗ

Herpes simplex virus

ସରଳ ପରିସର୍ପ ବିଷାଣୁ

Heteroblasty

ବିଷମ କୋରକତା

Heterochromatic areas

ବିଷମବର୍ଣ୍ଣୀ କ୍ଷେତ୍ର

Hetero genetic induction

ବିଜାତୀୟ ପ୍ରେରଣ

Heterogenous strain

ବିଷମଜନିକ ବିଭେଦ

Heterogony

ବିଷମ ବୃଦ୍ଧି

Heterograft

ବିଷମ ରୋପଣ

Heterologous

ବିଷମଜାତ

Heterolysis

ପରଲୟନ, ବିଷମ ଅପଘଟନ

Heteromerous

ବିଷମାବୟବୀ

Heteromorphosis

ବିଷମ କାୟାନ୍ତରଣ

Hetero sensitivity

ବିଷମ ସଂବେଦନଶୀଳତା

Heterosis

ଶଂକର ଓଜ

Heterotrema

ବିଷମ ରନ୍ଧ୍ରତା

Heterotrichous

ବିଷମ ଶୂକ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App